"Odias in Machine Learning" Conference
This auspicious Durga Pooja season 2020 we are organizing the First Online Edition of the Odias in Machine Learning Conference. ଏବର୍ଷ ପବିତ୍ର ଦୁର୍ଗାପୂଜାରେ "ଯନ୍ତ୍ର-ସ୍ୱୟଂଶିକ୍ଷା ବିଷୟରେ ଓଡ଼ିଆ ମାନେ" ଶୀର୍ଷକରେ ଏକ ଅନ-ଲାଇନ କନଫରେନ୍ସ ଆୟୋଜନ କରାଯାଉଛି। The aim is to have a virtual conference of Odias in the field of AI/ML practice and policy to come together and discuss future prospects and apprehensions. କୃତ୍ରିମ ବୁଦ୍ଧିମତା (ଏ ଆଇ/AI) / ଯନ୍ତ୍ର-ସ୍ୱୟଂଶିକ୍ଷା (ଏମ୍ ଏଲ୍/ML) ରେ କାର୍ଯ୍ୟରତ, ଗବେଷଣାରତ ଓଡ଼ିଆ ମାନଙ୍କୁ ଏକତ୍ରୀକରଣ କରି ସମ୍ମିଳିତ ଭାବରେ ଭବିଷ୍ୟତର ସମ୍ଭାବନା, କାର୍ଯ୍ୟପନ୍ଥା ଓ ନୀତି ନିର୍ଧାରଣତିଆରି କରିବା ଏହି ସମ୍ମିଳନୀର ଲକ୍ଷ॥
Sep-29-2020, 08:09:57 GMT
- Technology: